ବହୁ ପ୍ରତୀକ୍ଷାର ଅନ୍ତ ଘଟି ଆରମ୍ଭ ହେଲା କ୍ରିକେଟ୍

ମ୍ୟାଚ୍‌ ପୂର୍ବରୁ ଆଣ୍ଠେଇ ପଡ଼ି ନିରବ ପ୍ରାର୍ଥନା କଲେ ଖେଳାଳି ସାଉଥମ୍ପଟନ୍‌: କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ କ୍ରିକେଟ୍‌ ପୂରାପୂରି ଠପ୍ ହୋଇଯାଇଥିଲା। ପୂରା ୧୧୭ ଦିନ ପର୍ଯ୍ୟନ୍ତ ପଡ଼ିଆରେ ଗୋଟିଏ ବି ବଲ୍‌ କେଉଁ ବ୍ୟାଟ୍ସମ୍ୟାନ୍‌ ପାଇଁ ପଡ଼ିନଥିଲା। କ୍ରିକେଟ୍ ପ୍ରେମୀଙ୍କର ଲମ୍ବା ସମୟର ଅପେକ୍ଷା ପରେ ବୁଧବାର ୮ ଜୁଲାଇରେ ପୁଣିଥରେ ଆରମ୍ଭ ହୋଇଛି କ୍ରିକେଟ୍‌। ପଡ଼ିଆକୁ ଓହ୍ଲାଇଛନ୍ତି ଖେଳାଳି। ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ … Continue reading ବହୁ ପ୍ରତୀକ୍ଷାର ଅନ୍ତ ଘଟି ଆରମ୍ଭ ହେଲା କ୍ରିକେଟ୍